୧୨ଦିନରେ ଅକ୍ଷୟ କୁମାରଙ୍କ ଅନଶନ
ସେହି ପରିପ୍ରେକ୍ଷୀରେ ଆଜି ଗଂଜାମ ଜିଲ୍ଲା ନବନିର୍ମାଣ କୃଷକ ସଙ୍ଘଠନ ତରଫରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟର ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳଙ୍କୁ ପ୍ରଦାନ କରାଯାଇଛି।



0 Comments